ସାମ୍ବାଦିକ ଅର୍ଣ୍ଣବଙ୍କ ବିରୁଦ୍ଧରେ ଏତଲା

ସାମ୍ବାଦିକ ଅର୍ଣ୍ଣବଙ୍କ ବିରୁଦ୍ଧରେ ଏତଲା: ନିଆଳୀ ଛାତ୍ର କଂଗ୍ରେସ
IYA NEWS (କଂଟାପଡା) ତା:୨୬/୦୪/୨୦ରିଖ ବିଭିନ୍ନ ସଂପ୍ରଦାୟଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  ଏବଂ ଜାତୀୟ ସ୍ତରରେ ନେତୃତ୍ୱ ନେଇଥିବା ଜଣେ ନାରୀଙ୍କୁ ଅପମାନିତ କରଯାଇଥିବା ପରିପ୍ରେକ୍ଷୀରେ ଆଜି ନିଆଳୀ ଛାତ୍ର କଂଗ୍ରେସ ତରଫରୁ, ସଂଗଠନର ସାଧାରଣ ସଂପାଦକ ହାର୍ଦ୍ଦିକ ମହାପାତ୍ର, ଗୋବିନ୍ଦପୁର ଥାନାଧିକାରୀ ମନସ କୁମାର ମିଶ୍ରଙ୍କୁ ରିପବ୍ଲିକ୍ ଟିଭି ଚ୍ୟାନେଲର ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୁଦ୍ଧରେ ଏକ ଏତଲା ପ୍ରଦାନ କରିଛନ୍ତି।ଏତ୍ଦ ବ୍ୟତୀତ ଶ୍ରୀଯୁକ୍ତ ମହାପାତ୍ର ସୋନିଆ ଗାନ୍ଧୀଙ୍କ ପ୍ରତି  ମନ୍ତବ୍ୟକୁ ଘୋର ନିନ୍ଦା କରିବା ସହିତ  ବିହିତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........